ରାଜ୍ୟଶୀର୍ଷ ଖବର
Trending

ଅଶାନ୍ତ ହେଲା ଖଲ୍ଲିକୋଟ

କେଶପୁର ଛକରେ ଫୁଟିଲା ବୋମା

 ଅଶାନ୍ତ ହେଲା ଖଲ୍ଲିକୋଟ । କେଶପୁର ଛକରେ ଫୁଟିଲା ବୋମା । ଦିଲ୍ଲୀପ ପାହାନଙ୍କ ଟାଇଲସ ଓ ମାର୍ବଲ ଦୋକାନ ଆଗରେ ଏହି ବୋମା ମାଡ଼ ହୋଇଥିବା ସୂଚନା । ରାଜନୀତିକ ରାଜନୈତିକ ହିଂସା ଯୋଗୁଁ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଦୋକାନ ବନ୍ଦ ଥିବା ବେଳେ ୩ଟି ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!