ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମ କିଶାନ ସାହିରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା।ବନ ବିଭାଗକୁ ଉଦ୍ଧାର ପାଇଁ ଖବର ଦିଆଯାଇଛି। ତେବ ଏତେ ସଂଖ୍ୟକ ବାରହା କେଉଁଠୁ ଆସିଲେ ଏବଂ କିପରି ସେମାନେ ପରିତ୍ୟକ୍ତ କୂଅରେ ପଡ଼ିଲେ, ତାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।
Related Articles
ନିଲାମ ହେବ ମହାପ୍ରଭୁଙ୍କ ଅର୍ପଣ ଚାଉଳ
October 1, 2024
ଡ୍ୟାନ୍ସ ବାର ପାଇଁ ନୂଆ ନିୟମ !
October 30, 2024
ପୁଣି ଇସ୍ରାଏଲ ର ଏୟାର ଷ୍ଟ୍ରାଇକ! ଜଳୁଚି ଲେବାନନ
November 10, 2024
ଧନତେରସ ପୂର୍ବ ରୁ ବଢିଲା ସୁନା ଦର!
October 23, 2024
Check Also
Close
-
ପୂଜା ପତ୍ରିକା ପାଇଁ ବହି ଦୋକାନରେ ଭିଡ଼October 9, 2024
