ଦିଲ୍ଲୀରେ ପାଣିରେ ବିଷ, ପବନରେ ବି ବିଷ । ଶୀତ ଆସିବା ପୂର୍ବରୁ ରାଜଧାନୀରେ ସୃଷ୍ଟି ହେଲାଣି ସେହି ପୁରୁଣା ସମସ୍ୟା । ବାୟୁର ଗୁଣବତ୍ତା ବିଗିଡିବା ସହ ଯମୁନ ନଦୀରେ ବି ବିଷାକ୍ତ ହେଲାଣି । ଦିଲ୍ଲୀରେ ଏକ୍ୟୁଆଇ ଲେବୁଲ ୩ଶହ ଅତିକ୍ରମ କରିବା ପରେ ବେଶ କ୍ଷତିକାରକ ହେଲାଣି ବାୟୁ । ସେପଟେ ଯମୁନା ନଦୀରେ ଫେଣ ଭାସମାନ ଚିନ୍ତାକୁ ଦ୍ବିଗୁଣିତ କରିଛି । ଘଟଣାକୁ ନେଇ ଆମ ଆଦମୀ ପାର୍ଟି ସରକାର ଉପରେ ବର୍ଷିଛି ବିଜେପି । ଏପରିକି ଦିଲ୍ଲୀକୁ ଗ୍ୟାସ ଚାମ୍ବର କରି ଜବାବ ମାଗିଛି ଦଳ ।
Related Articles
ନଭେମ୍ବର ୩ ରୁ ମାଟ୍ରିକ ପରୀକ୍ଷା ଫର୍ମ ପୁରଣ ଆରମ୍ଭ …
November 2, 2024
Check Also
Close
-
ସବୁଠୁ ସୁନ୍ଦର ନୟାପଲ୍ଲୀ ତୋରଣOctober 10, 2024


