ଉମରକୋଟ ଚଡ଼େଇଗୁଡ଼ା ଗ୍ରାମ ନିକଟ କେନାଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହତ୍ୟା ସନ୍ଧେହ
ଆଜି ସକାଳୁ ଲୋକ ମାନେ ମୃତଦେହ କୁ ଠାବ କରିଥିଲେ ଉମରକୋଟ ପୋଲିସ ପହଁଚି ପ୍ରାଥମିକ ତଦନ୍ତ କରି କେନାଲ ଭିତରୁ ମୃତଦେହ ସହିତ ବାଇକି ଉଦ୍ଧାର କରିଛି ମୃତ୍ୟ କେମିତି ଘଟିଲା ଅସ୍ପଷ୍ଠ ଅଛି ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି .

