ବାରହା ଫାସରେ ଜୀବନ ଗଲା। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତୁ ହୋଇଛି । ଖଲ୍ଲିକୋଟ ଥାନା ଗୋପପୁର ଜଙ୍ଗଲ ନିକଟରେ ଏଭଳି ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ତିନି ଦିନ ତଳେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରୁ ବାରାହା ଫାସ ସାମଗ୍ରୀ ପୋଲିସ ଜବତ କରିଛି । ସେପଟେ ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ଜୀବନ ଗଲା ।
Related Articles
‘ଦାନା” ରେ ଜୀବଦାନ ପାଇଲେ ୧୬୦୦ ନବଜାତକ ଶିଶୁ !
October 25, 2024
ଜ୍ୟୋତି କଳା ମନ୍ଦିର ସମ୍ମାନ 2026
May 17, 2026
Check Also
Close
-
ବିବାହ ଋତୁରେ ୬ ଲକ୍ଷ କୋଟିର ବେପାରOctober 1, 2024


