ବାରହା ଫାସରେ ଜୀବନ ଗଲା। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତୁ ହୋଇଛି । ଖଲ୍ଲିକୋଟ ଥାନା ଗୋପପୁର ଜଙ୍ଗଲ ନିକଟରେ ଏଭଳି ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ତିନି ଦିନ ତଳେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରୁ ବାରାହା ଫାସ ସାମଗ୍ରୀ ପୋଲିସ ଜବତ କରିଛି । ସେପଟେ ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ଜୀବନ ଗଲା ।
Related Articles
ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ଦ୍ୱିତୀୟ ସର୍ବନିମ୍ନ
November 10, 2024
ଆସନ୍ତା ୧୫ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ
November 9, 2024
Check Also
Close
-
ଦିଲ୍ଲୀରେ ବଢ଼ୁଛି ପ୍ରଦୂଷଣ ! ଦୀପାବଳିରେ ଫୁଟିବନି ବାଣ ଲାଗିଲା କଟକଣାOctober 14, 2024


