ଭୁବନେଶ୍ୱର : ମଙ୍ଗଳବାର ସକାଳ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯିବେ । ଦିଲ୍ଲୀରେ ହୋଟେଲ ଅଶୋକାରେ ୧୨ଟା ୪୫ରେ ପହଞ୍ଚିବେ । ପରେ ସନ୍ଧ୍ୟା ୫ଟାରେ ଜବାହରଲାଲ ନେହରୁ ଭବନର ସିବି ମୁଥାମା ହଲରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସର ନୂଆ ୱେବସାଇଟ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିବେ । ୱେବସାଇଟ୍ ଲୋକାର୍ପଣ କାର୍ଯ୍ୟକ୍ରମ ସରିବା ପରେ ହୋଟେଲ୍ ଅଶୋକାରେ ରାତ୍ରି ଯାପନ କରିବେ । ୧୩ ତାରିଖ ସକାଳ ୯ଟା୪୫ରେ ହୋଟେଲ୍ ଅଶୋକାରୁ ବାହାରି ପୁଣି ଭୂବନେଶ୍ୱଣ ଅଭିମୁଖେ ଆସିବେ ବୋଲି ସୂଚନା ମିଳିଛି ।
Related Articles
ଓଡ଼ିଶାରେ ଶୀତଦିନେ ବୋହିବ ଝାଳ.. ଏଥିର ଶୀତ କମ୍ ବଢିବ ତାପମାତ୍ରା!
November 3, 2024
Check Also
Close
-
ଡାକ୍ତରଖାନାରେ ଭର୍ତ୍ତି ହେଲେ ରଜନୀକାନ୍ତOctober 1, 2024



