
ଝଲସୁଛି କୋଲକାତା ସଜେଇ ହୋଇଛି ପୁରା ସହର I ଭିନ୍ନ ଭିନ୍ନ ଥିମକୁ ନେଇ ପ୍ରସ୍ତୁତ ହୋଇଛି ପୂଜା ପେଣ୍ଡାଲ I
ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଲଡୁ ପ୍ରସାଦରେ ପଶୁଚର୍ବିଯୁକ୍ତ ଅପମିଶ୍ରିତ ଘିଅ ବ୍ୟବହାର ହୋଇଥିବା ଅଭିଯୋଗକୁ ନେଇ ବିବାଦରେ ଥିବା ବେଳେ କୋଲକାତାର ଶ୍ରୀଭୂମି ପୂଜା ପେଣ୍ଡାଲ ତିରୁପତି ବାଲାଜୀ ମନ୍ଦିର ଆକୃତିର ହୋଇଛି I ଗୋଲଡେନ ଆଲୋକୀକରଣରେ ଏହି ପେଣ୍ଡାଲ ଦେଖିଲେ ଆଖି ଝଲସି ଯାଉଛି I ପେଣ୍ଡାଲ ଦର୍ଶନରେ ଦେଖନ୍ତୁ ଶ୍ରୀଭୂମି ପୂଜା ପେଣ୍ଡାଲ


