ଶୀର୍ଷ ଖବର
Trending

ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା।

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମ କିଶାନ ସାହିରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୧୦ରୁ ଊର୍ଦ୍ଧ୍ବ ଜଙ୍ଗଲି ବାରହା।ବନ ବିଭାଗକୁ ଉଦ୍ଧାର ପାଇଁ ଖବର ଦିଆଯାଇଛି। ତେବ ଏତେ ସଂଖ୍ୟକ ବାରହା କେଉଁଠୁ ଆସିଲେ ଏବଂ କିପରି ସେମାନେ ପରିତ୍ୟକ୍ତ କୂଅରେ ପଡ଼ିଲେ, ତାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!