ଶୀର୍ଷ ଖବରସଂସ୍କୃତି

ଏକାମ୍ର କ୍ଷେତ୍ର ର ଦେବାଳୟ ରେ ଶ୍ରଦ୍ଧାଳୁ ଙ୍କ ଭିଡ !

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ରେସ୍ୱତନ୍ତ୍ର ବ୍ୟବସ୍ଥା .

ଭୁବନେଶ୍ୱର  : ପବିତ୍ର ଧର୍ମ ମାସ କାର୍ତିକ ମାସ ରେ ସୋମବାର ଶିବଙ୍କୁ ଆରାଧନା କଲେ ଭଲ ଫଳ ମିଳିବା କଥାକୁ ସମସ୍ତେ ବିଶ୍ୱାସ କରନ୍ତି . ଏହି ସୋମବାର ପାଇଁ ଆଜି ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ରେ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଛି .ତେଣୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଛି .

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!