ଭୁବନେଶ୍ୱର : ପବିତ୍ର ଧର୍ମ ମାସ କାର୍ତିକ ମାସ ରେ ସୋମବାର ଶିବଙ୍କୁ ଆରାଧନା କଲେ ଭଲ ଫଳ ମିଳିବା କଥାକୁ ସମସ୍ତେ ବିଶ୍ୱାସ କରନ୍ତି . ଏହି ସୋମବାର ପାଇଁ ଆଜି ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ରେ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଛି .ତେଣୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଛି .
Related Articles
ଆସନ୍ତା ୧୫ ରୁ ରାଜ୍ୟରେ ବଢ଼ିବ ଶୀତ !
November 12, 2024
ବାତ୍ୟା ” ଦାନା” ପାଇଁ ରେଳ ବିଭଗ ର ଗାଇଡ଼ଲାଇନି ଜାରି ! ଅନେକ ଟ୍ରେନ ବାତିଲି
October 22, 2024
Check Also
Close
-
ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆଗରୁ ହଟିବେ ଡିଜିପି ଅନୁରାଗ ଗୁପ୍ତା !October 20, 2024

