ଓଡିଶାରାଜ୍ୟରାଷ୍ଟ୍ରଶୀର୍ଷ ଖବରସଂସ୍କୃତି
Trending

ମା’ ଆସୁଛନ୍ତି : ନୂଆ ଟ୍ରେଣ୍ଡ୍‌ ଫଟୋସୁଟ୍‌

ମା'ଙ୍କ ବେଶ ନଜର ଆସୁଛନ୍ତି ଯୁବତୀ

ମା’ ଆସୁଛନ୍ତି । ସେଥିପାଇଁ ସମସ୍ତେ ଚଳଚଞ୍ଚଳ । ଏହାରି ଭିତରେ ପୂଜାକୁ ନେଇ ଆରମ୍ଭ ହୋଇଯାଇଛି ନୂଆ ଟ୍ରେଣ୍ଡ୍‌ । ଜଗଜ୍ଜନନୀଙ୍କ ଆସିବାର ବାର୍ତ୍ତା ଦେବା  ପାଇଁ ମହିଳାଙ୍କ ଭିତରେ ଦେଖାଯାଉଛି ଉତ୍ସାହ ।   ମହିଳାମାନେ ମା’ଙ୍କର ବିଭିନ୍ନ ବେଶରେ ସଜେଇ  ହୋଇ କରୁଛନ୍ତି ଫଟୋସୁଟ୍‌ ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!