ମା’ ଆସୁଛନ୍ତି । ସେଥିପାଇଁ ସମସ୍ତେ ଚଳଚଞ୍ଚଳ । ଏହାରି ଭିତରେ ପୂଜାକୁ ନେଇ ଆରମ୍ଭ ହୋଇଯାଇଛି ନୂଆ ଟ୍ରେଣ୍ଡ୍ । ଜଗଜ୍ଜନନୀଙ୍କ ଆସିବାର ବାର୍ତ୍ତା ଦେବା ପାଇଁ ମହିଳାଙ୍କ ଭିତରେ ଦେଖାଯାଉଛି ଉତ୍ସାହ । ମହିଳାମାନେ ମା’ଙ୍କର ବିଭିନ୍ନ ବେଶରେ ସଜେଇ ହୋଇ କରୁଛନ୍ତି ଫଟୋସୁଟ୍ ।