- ଅନଲାଇନରେ ଟିକେଟ ବିକ୍ରି ଖୋଲୁ ଖୋଲୁ ସରିଗଲା ବାରବାଟି ଟିକେଟ । ଅନଲାଇନ ଟିକେଟ ବିକ୍ରି ସରିଲା ଏବେ କାଉଣ୍ଟର ଟିକେଟକୁ ଅପେକ୍ଷାଅନଲାଇନରେ ଟିକେଟ ବିକ୍ରି ଖୋଲୁ ଖୋଲୁ ସରିଗଲା ବାରବାଟି ଟିକେଟ । ଅନଲାଇନ ଟିକେଟ ବିକ୍ରି ସରିଲା ଏବେ କାଉଣ୍ଟର ଟିକେଟକୁ ଅପେକ୍ଷା । ବାରବାଟୀ ଷ୍ଟାଡିୟମ୍ରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଅନ୍ଲାଇନ୍ରେ ଟିକେଟ ବିକ୍ରି ହୋଇଛି । ଅନ୍ଲାଇନ୍ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା ।


