
ପ୍ରତି ଘର ପ୍ରାଗଣରେ ତୁଳସୀ ଚଉରାଟେ ସଭା ପାଏ I ପ୍ରତି ଘରେ ସଞ୍ଜ ହେଲେ ତୁଳସୀ ବେଦୀରେ ଦୀପଟେ ଜଳେ I ପୁଣି ବିନା ତୁଳସୀରେ ପୂଜା ଅସଂପୂର୍ଣ୍ଣ ରହିବା ସହ ନାରାୟଣ ସେବା ସମ୍ଭବ ହୁଏ ନାହିଁ I #Talesoftradition ର ଆଜିର ଅଧ୍ୟାୟରେ ଆସନ୍ତୁ ଜାଣିବା କିଏ ଏହି ତୁଳସୀ ?
-ତୁଳସୀ ଦେବୀ ଙ୍କ ଅନ୍ୟ ନାମ ବୃନ୍ଦାବତୀ I
-ତୁଳସୀ ଅଭିଶାପରେ ନାରାୟଣ ଶାଳଗ୍ରାମ ରୂପ ପାଇଥିଲେ I
– ତୁଳସୀ ସହ ନାରାୟଣଙ୍କ ବିବାହ ହୋଇଥିଲା I
– ତୁଳସୀ ପତ୍ରରେ ନାରାୟଣଙ୍କ ବାସ ବୋଲି ବିଶ୍ୱାସ ରହିଛି I


