ଭୁବନେଶ୍ୱର ବଡଗଡ଼ ସ୍ଥିତ କପଡା ଗୋଦାମରେ ଘଟିଛି ଅଗ୍ନିକାଣ୍ଡ । ୨୫ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଜଳି ପୋଡି ଯାଇଛି । ମାର୍କେଟ ବିଲ୍ଡିଂରେ ମାଲିକଙ୍କ ଦୋକାନ ଥିବା ବେଳେ ବଡଗଡ଼ ଅଞ୍ଚଳରେ ଥିବା ଗୋଦାମରେ ନିଆଁ ଲାଗିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି ।
Related Articles
ପୁଣି ଇସ୍ରାଏଲ ର ଏୟାର ଷ୍ଟ୍ରାଇକ! ଜଳୁଚି ଲେବାନନ
November 10, 2024
ବଢିଲା ସଂରକ୍ଷଣ ବ୍ୟବସ୍ଥା
June 2, 2026
Check Also
Close
-
୭୯ ବର୍ଷରେ ନବୀନ ପଟ୍ଟନାୟକ I ଏବେବି ବଢୁଛି ନବୀନଙ୍କ ଲୋକପ୍ରିୟତାOctober 16, 2024


