ସଂସ୍କୃତି
Trending

#SAREETALKରେ ଗରଦ ଶାଢ଼ୀ 

ଦୁର୍ଗା ପୂଜା କହିଲେ ପଶ୍ଚିମବଙ୍ଗର ଧଳା ନାଲି ଶାଢ଼ୀର ଚାହିଦା

ଶାଢ଼ୀ କେବଳ ନାରୀର ଲଜ୍ୟା ନିବାରଣ ବା ସୌନ୍ଦର୍ଯ୍ୟ ବୃଦ୍ଧିର ଉପାଦାନ ନୁହେଁ;ଶାଢ଼ୀ ନାରୀର ମାନ,ଅଭିମାନ,ଗର୍ବ,ଗୌରବ,ସ୍ମୃତିର ସମ୍ପଦ ଓ ଭାବପ୍ରବଣତା ର ନମୁନା,ଶାଢ଼ୀ ଏକ ଛଳଛଳ ଅନୁଭବ।ଶାଢ଼ୀ ହେଉଛି ପ୍ରାୟ ଭାରତୀୟ ନାରୀଙ୍କ ପ୍ରଥମ ପସନ୍ଦ;ଶାଢ଼ୀ ସେମାନଙ୍କ ସହଚରୀ କହିଲେ ଅତ୍ୟୁକ୍ତି ହେବନି।ପ୍ରତ୍ୟକ ନାରୀ ନିଜ ଶାଢ଼ୀ କଲେକ୍ସନରେ ଭାରତର ପ୍ରସିଦ୍ଧ କାରୁ କାର୍ଯ୍ୟ ପୂର୍ଣ୍ଣ ଶାଢ଼ୀକୁ ସ୍ଥାନଦେବାକୁ ପସନ୍ଦ କରନ୍ତି I ତେବେ ପ୍ରତ୍ୟକ ଶାଢ଼ୀ ପଛରେ ରହିଥାଏ ଅନେକ କାହାଣୀ ସେଇ କାହାଣୀକୁ ନେଇ ଟ୍ରାଫିକ ଟିଭି ଓଡିଶା ପ୍ରସ୍ତୁତ କରୁଛି #SAREETALK .. .. ..
ଦୁର୍ଗା ପୂଜା କହିଲେ ପଶ୍ଚିମବଙ୍ଗର ଧଳା ନାଲି ଶାଢ଼ୀର ଚାହିଦା ଦେଖିବାକୁ ମିଳେ, ଆଜି#SAREETALKରେ ଦେଖନ୍ତୁ ସ୍ୱତନ୍ତ୍ର ପ୍ରସ୍ତୁତି ଗରଦ ଶାଢ଼ୀ 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!