ବିଶେଷରାଜ୍ୟଶୀର୍ଷ ଖବରଶ୍ରୀକ୍ଷେତ୍ରସଂସ୍କୃତି
Trending

 ପହିଲି କାର୍ତ୍ତିକ ବ୍ରତକୁ ନେଇ ଦ୍ବନ୍ଦ୍ ! କେବେଠୁ ଆରମ୍ଭ କାର୍ତିକ ବ୍ରତ

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବୀକୃତି ପାଇଥିବା ପଞ୍ଜିକାକୁ ନେଇ ଦ୍ବନ୍ଦ୍

କାର୍ତିକ ବ୍ରତ ପାଇଁ ପୁରୀ ଚଳ ଚଞ୍ଚଳ ଜମିଲାଣି ହବିଷ୍ୟଳି ମାନଂକ ଭିଡ । କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ହବିଷ୍ୟାଳୀମାନେ ବ୍ରତ ଆରମ୍ଭ କରିବେ

,

ଏହାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ। ଜ୍ୟୋତିର୍ବିଦଙ୍କ ମତରେ ଅକ୍ଟୋବର ୧୬ ଗଜଲକ୍ଷ୍ମୀ ପୂଜା, ଅକ୍ଟୋବର ୧୭ କୁମାର ପୂର୍ଣ୍ଣିମା ଓ ଅକ୍ଟୋବର ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀ ଯୋଜନା ମଧ୍ୟ ଅକ୍ଟୋବର ୧୮ରୁ ଆରମ୍ଭ ହେଉଛି। ସେହିଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ସହ ହବିଷ୍ୟାଳି ମାନଙ୍କୁ ମହାପ୍ରସାଦ ଯୋଗାଇଦିଆଯିବ ବୋଲି କହିଛନ୍ତି ନୀତି ପ୍ରଶାସକ ।

ତେବେ ଶ୍ରୀମନ୍ଦିରରେ ଆଗାମୀ ଗୁରୁବାର ଦିନ କୁମାରପୂର୍ଣ୍ଣିମା ପର୍ବ ଓ ଆସନ୍ତା ଶୁକ୍ରବାର ଅର୍ଥାତ 18 ତାରିଖ ଦିନ କାର୍ତ୍ତିକ ବ୍ରତ ପାଳନ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ନୀତି ପ୍ରଶାସକ।  ବିଭିନ୍ନ ସମୟରେ ପାଞ୍ଜିରେ ଭୁଲ୍ ଭଟକା ଯୋଗୁଁ ସାଧାରଣ ଲୋକ ଦ୍ୱନ୍ଦରେ ରହୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ପାଞ୍ଜି କରିବା ଉପରେ ସାଧାରଣରେ ଦାବି ଓ ଗୁରୁତ୍ୱ  ଦିଆଯାଇଛି  ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!