
ଦୂର୍ଗା ପୂଜା ପାଇଁ କାହିଁ କେତେ ପ୍ରସ୍ତୁତି I ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମନଲୋଭ ଆକର୍ଷଣୀୟ ପେଣ୍ଡାଲ ଓ ମୂର୍ତ୍ତି ତିଆରି ହୋଇଛି I ତେବେ ସମାଜକୁ ପରିବେଶ ସୁରକ୍ଷା ପାଇଁ ସଚେତନ କରିବା ଉଦ୍ଧେଶ୍ୟରେ ଆ ସାମ ର ଜଣେ ଶିଳ୍ପୀ ନଅ ମାସ ଧରି ପ୍ଲାଷ୍ଟିକ ଠିପି ସଂଗ୍ରହ କରି ପ୍ରସ୍ତୁତ କରିଛନ୍ତି ପ୍ଲାଷ୍ଟିକ ଦୂର୍ଗା ମୂର୍ତ୍ତି I

