ଦେବୀ ଆରାଧନାରେ ଚଳଚଞ୍ଚଳ କୋଲକାତା , ସଜେଇ ହେଇଛି ଭଳିକି ଭଳି ପେଣ୍ଡାଲ I ତେବେ ୧୦୦ ଫୁଟର ମୂର୍ତ୍ତି ତିଆରି କରି ନୂଆ ରେକର୍ଡ କରିବ କଲକାତା ଶଦପୁର ପୂଜା କମିଟି I ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ପୂଜା କମିଟିର ପୂଜା ଥିମ ରହିଛି ୭୫ରେ ୧୦୦ I ପେଣ୍ଡାଲ ଦର୍ଶନରେ ଦେଖନ୍ତୁ ବିଶ୍ୱର ସବୁଠାରୁ ବଡ଼ ଦୂର୍ଗା ମଣ୍ଡପ
Related Articles
Check Also
Close
-
ଭୁବନେଶ୍ୱରର ତନ୍ତ୍ର ପୀଠ ବୈତାଳ ଦେଉଳOctober 11, 2024



