ଟ୍ୱିନ ସିଟିଶୀର୍ଷ ଖବରସମ୍ପାଦକୀୟସଂସ୍କୃତି
Trending

“ସୂତ୍ରଶ୍ରୀ”ପକ୍ଷରୁ ମାତୃ ଦିବସ ପାଳିତ.

ମାତୃ ଦିବସରେ ସୂତ୍ରଶ୍ରୀ ପରିବାରର ସଂକଳ୍ପ

20/୦5 : ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ମହିଳା ଶକ୍ତିର ଏକତାକୁ ପ୍ରମାଣିତ କରିବା ଦିଗରେ ସମାଜସେବାମୂଳକ ଗୋଷ୍ଠୀ ‘ସୂତ୍ରଶ୍ରୀ’ ଏକ ଅନନ୍ୟ ଉଦାହରଣ ସାଜିଛି । ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାମାନଙ୍କୁ ନେଇ ଗଠିତ ଏହି ସ୍ୱତନ୍ତ୍ର ପରିବାର ସମାଜରେ ସଚେତନତା, ସମ୍ମାନ ଓ ସହଯୋଗର ଭାବନା ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି । ପବିତ୍ର ମାତୃ ଦିବସ ଅବସରରେ ଏହି ଗ୍ରୁପ୍ ପକ୍ଷରୁ ଆଗାମୀ ଦିନରେ ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ସହ ଯୁବ ପିଢ଼ିକୁ ପ୍ରେରଣା ଦେବା ପାଇଁ ସଂକଳ୍ପ ନିଆଯାଇଛି ।

                                                                 ସୂତ୍ରଶ୍ରୀ ଗ୍ରୁପ୍ ପକ୍ଷରୁ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ କଳା ବା ‘ଓଡ଼ିଶା ହ୍ୟାଣ୍ଡଲୁମ୍’କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଏହା ସହିତ ସାମାଜିକ ପ୍ରତିବଦ୍ଧତା ରଖି ଏହି ପରିବାର ପକ୍ଷରୁ ବିଭିନ୍ନ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀ ଏବଂ ବିଶେଷ ଭାବେ ସକ୍ଷମ ଶିଶୁମାନଙ୍କ ସହାୟତା ପାଇଁ ସଦାସର୍ବଦା ଛୋଟ ଛୋଟ ନିଃସ୍ୱାର୍ଥପର ପ୍ରୟାସ ଜାରି ରହିଛି ।

                                                                      ମାତୃ ଦିବସର ଏହି ବିଶେଷ ଅବସରରେ ଗ୍ରୁପ୍ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଯୁବ ପିଢ଼ିକୁ ସଠିକ୍ ମାର୍ଗଦର୍ଶନ ଦେବା ଏବଂ ସେମାନଙ୍କ ମଧ୍ୟରେ ସେବା ମନୋଭାବ ଜାଗ୍ରତ କରିବା ସୂତ୍ରଶ୍ରୀର ମୂଳ ଲକ୍ଷ୍ୟ । ଆଗାମୀ ଦିନରେ ମଧ୍ୟ ଏହି ନିଃସ୍ୱାର୍ଥପର ସେବା ପ୍ରୟାସ ଜାରି ରହିବ ବୋଲି ଗ୍ରୁପ୍?ର ସଦସ୍ୟାମାନେ ପ୍ରକାଶ କରିଛନ୍ତି । ମା’ ଭଳି ନିଃସ୍ୱାର୍ଥପର ଭାବେ ସମାଜକୁ ସୁଧାରିବା ପାଇଁ ସୂତ୍ରଶ୍ରୀ ପରିବାରର ଏହି ପ୍ରୟାସ ସବୁ ମହଲରେ ପ୍ରଶଂସିତ । ଏହି କାର୍ଯକ୍ରମରେ ୧୦ ଜଣ ମାଆଙ୍କୁ ସମ୍ମାନିତ କରାଯିବ। ଇତି ଆପଣଙ୍କର ଶୁଭଶ୍ରୀ ରଥ ପ୍ରତିଷ୍ଠାତା ସୁତ୍ରଶ୍ରୀ ଅନୁଷ୍ଠାନ

ସମ୍ମାନୀୟ। ଶ୍ରୀମତୀ ସୁଲୋଚନା ଦାସ ମେୟର ଭୁବନେଶ୍ୱର ଆଜିର କାର୍ଯ୍ୟ କ୍ରମର ଯୋଗଦେଇ ଆମକୁ ଉତ୍ସାହିତ କରିଛନ୍ତି। ସୁନାମଧନ୍ୟା ଲେଖିକା ଗବେଷିକା ତଥା ଅଧ୍ୟାପିକା srimti pratibha maharathi,

ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀମତି ଦୀପ୍ତି ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାରୁ ଆମେ କୃତଜ୍ଞ।

ମାତୃ ଦିବସର ଉପଲକ୍ଷେ 10 ଜଣ ଶ୍ରେଷ୍ଠ ମା ମାନଙ୍କୁ ସମ୍ମାନିତ କରାଯିବ

https://youtube.com/live/NUelvTnEZpM?feature=shareସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ମହିଳା ଶକ୍ତିର ଏକତାକୁ ପ୍ରମାଣିତ କରିବା ଦିଗରେ ସମାଜସେବାମୂଳକ ଗୋଷ୍ଠୀ ‘ସୂତ୍ରଶ୍ରୀ’ ଏକ ଅନନ୍ୟ ଉଦାହରଣ ସାଜିଛି । ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାମାନଙ୍କୁ ନେଇ ଗଠିତ ଏହି ସ୍ୱତନ୍ତ୍ର ପରିବାର ସମାଜରେ ସଚେତନତା, ସମ୍ମାନ ଓ ସହଯୋଗର ଭାବନା ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି । ପବିତ୍ର ମାତୃ ଦିବସ ଅବସରରେ ଏହି ଗ୍ରୁପ୍ ପକ୍ଷରୁ ଆଗାମୀ ଦିନରେ ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ସହ ଯୁବ ପିଢ଼ିକୁ ପ୍ରେରଣା ଦେବା ପାଇଁ ସଂକଳ୍ପ ନିଆଯାଇଛି ।                                                                                                                                                          ସୂତ୍ରଶ୍ରୀ ଗ୍ରୁପ୍ ପକ୍ଷରୁ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ କଳା ବା ‘ଓଡ଼ିଶା ହ୍ୟାଣ୍ଡଲୁମ୍’କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଏହା ସହିତ ସାମାଜିକ ପ୍ରତିବଦ୍ଧତା ରଖି ଏହି ପରିବାର ପକ୍ଷରୁ ବିଭିନ୍ନ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀ ଏବଂ ବିଶେଷ ଭାବେ ସକ୍ଷମ ଶିଶୁମାନଙ୍କ ସହାୟତା ପାଇଁ ସଦାସର୍ବଦା ଛୋଟ ଛୋଟ ନିଃସ୍ୱାର୍ଥପର ପ୍ରୟାସ ଜାର ମାତୃ ଦିବସର ଏହି ବିଶେଷ ଅବସରରେ ଗ୍ରୁପ୍ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଯୁବ ପିଢ଼ିକୁ ସଠିକ୍ ମାର୍ଗଦର୍ଶନ ଦେବା ଏବଂ ସେମାନଙ୍କ ମଧ୍ୟରେ ସେବା ମନୋଭାବ ଜାଗ୍ରତ କରିବା ସୂତ୍ରଶ୍ରୀର ମୂଳ ଲକ୍ଷ୍ୟ । ଆଗାମୀ ଦିନରେ ମଧ୍ୟ ଏହି ନିଃସ୍ୱାର୍ଥପର ସେବା ପ୍ରୟାସ ଜାରି ରହିବ ବୋଲି ଗ୍ରୁପ୍?ର ସଦସ୍ୟାମାନେ ପ୍ରକାଶ କରିଛନ୍ତି । ମା’ ଭଳି ନିଃସ୍ୱାର୍ଥପର ଭାବେ ସମାଜକୁ ସୁଧାରିବା ପାଇଁ ସୂତ୍ରଶ୍ରୀ ପରିବାରର ଏହି ପ୍ରୟାସ ସବୁ ମହଲରେ ପ୍ରଶଂସିତ । ଏହି କାର୍ଯକ୍ରମରେ ୧୦ ଜଣ ମାଆଙ୍କୁ ସମ୍ମାନିତ କରାଯିବ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!