
ରାଜ୍ୟର ଜଣାଶୁଣା ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ତଥା ସାମ୍ବାଦିକ ସବ୍ୟସାଚୀ ଅମିତାଭଙ୍କୁ
କେନ୍ଦୁଝର ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୋସିଆଲ ମିଡିଆରେ ନିଜର ସ୍ପଷ୍ଟ ଏବଂ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ ସବ୍ୟସାଚୀଙ୍କ ଗିରଫଦାରୀ ପରେ ଏବେ ରାଜନୈତିକ ଏବଂ ଗଣମାଧ୍ୟମ ମହଲରେ ତେଜିଛି ଚର୍ଚ୍ଚା !
#sabyasachiamitav #OdishaPolitics

