ଭୁବନେଶ୍ୱର ବଡଗଡ଼ ସ୍ଥିତ କପଡା ଗୋଦାମରେ ଘଟିଛି ଅଗ୍ନିକାଣ୍ଡ । ୨୫ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଜଳି ପୋଡି ଯାଇଛି । ମାର୍କେଟ ବିଲ୍ଡିଂରେ ମାଲିକଙ୍କ ଦୋକାନ ଥିବା ବେଳେ ବଡଗଡ଼ ଅଞ୍ଚଳରେ ଥିବା ଗୋଦାମରେ ନିଆଁ ଲାଗିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛି ।
Related Articles
ବାତ୍ୟା ରେ ପରିଣତ ହେଲା ”ଦାନା” !
October 23, 2024
Check Also
Close
-
ବାରହା ଫାସରେ ଜୀବନ ଗଲାOctober 17, 2024



