ଆସନ୍ତା ମାସର ପ୍ରଥମ ଦିନ ଅର୍ଥାତ୍ ୧ ନଭେମ୍ବର ପହିଲାଠାରୁ ସାଧାରଣ ଲୋକଙ୍କ ସହ ଜଡିତ ଅନେକ ଜିନିଷରେ କେତେକ ପରିବର୍ତ୍ତନ ହେବ। ଏଥିରେ ରନ୍ଧନ ଗ୍ରାସ୍ ବା ଏଲ୍ପିଜି ମୂଲ୍ୟଠାରୁ ଆରମ୍ଭ କରି ମ୍ୟୁଚୁଆଲ୍ ଫଣ୍ଡ ପର୍ଯ୍ୟନ୍ତ ଅନେକ ନିୟମ ଅନ୍ତର୍ଭୁକ୍ତ। ବାସ୍ତବରେ, ପ୍ରତ୍ୟେକ ମାସର ପ୍ରଥମ ଦିନରେ ଅନେକ ପରିବର୍ତ୍ତନ ଘଟିଥାଏ। ତେବେ ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।
Related Articles
ରାଷ୍ଟ୍ରୀୟ ଏକତା ପାଇଁ ଗଣଦୌଡ଼ !
October 29, 2024
ମାଛ ପାଇଁ ହତ୍ୟା !
October 30, 2024
ବରଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି ସ୍କ୍ରବ୍ ଟାଇଫସ୍
October 27, 2024
Check Also
Close
-
ପ୍ଲାଷ୍ଟିକ ଠିପିରେ ଦୂର୍ଗା ମୂର୍ତ୍ତିOctober 9, 2024

