ଟ୍ୱିନ ସିଟି
ଭୁବନେଶ୍ବର କୁଆଖାଇ ଓ ଦୟା ନଦୀ କୂଳରେ ବୁଲୁଚି ଥଣ୍ଟିଆ କୁମ୍ଭୀର

ଭୁବନେଶ୍ବର: କୁଆଖାଇ ଓ ଦୟା ନଦୀ କୂଳରେ ବୁଲୁଚି ଥଣ୍ଟିଆ କୁମ୍ଭୀର ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ରଙ୍ଗ ବଜାର୍ କୁ ସଂଯୋଗ କରୁଥିବା ସେତୁ ନିକଟରେ ଦେଖି ବାକୁ ମିଳିଥିଲା କୁଆଖାଇ ଦୟା ନଦୀ ମୁହାଣ ରେ ଗଭୀର ଜଳରେ ବୁଲୁଚି ଥଣ୍ଟିଆ ା କୁମ୍ଭୀର କୁ ଦେଖି ସେତୁ ଉପରେ ଯାତ ୟାତ୍ କରୁ ଥିବା ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟକୁ ଦେଖିଲା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି .
ଏହି କୁମ୍ଭିର କେମିତି ଓ କେଉଁଠୁ ଆସିଲା ବିଭାଗ ପକ୍ଷରୁ ସୂଚନା ମିଳିପାରିନାହିଁ , ମହାନଦୀ ରୁ ଖସି ଆସିଥିବା ସନ୍ଦେହ କରୁଛନ୍ତି ଉପକୁଳବାସୀ.



