ବଦଳିବ ନର୍ସିଙ୍ଗ କ୍ୟାଡରର ଡ୍ରେସ୍ କୋଡ୍ । ଏବେ ସମ୍ପୂର୍ଣ୍ଣ ଧଳା ବଦଳରେ ଧଳା ଡ୍ରେସ୍ ବା ଓଭରକୋଟରେ ସମ୍ବଲପୁରୀ ଛିଟ ଦେଖିବାକୁ ମିଳିବ । ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କୋଲାରରେ ସମ୍ବଲପୁରୀ ଡିଜାଇନ୍ ରହିବ । ଏଣିକି ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡିଆ ଅସ୍ପିତାର ଝଲକ । ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରିଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି । ଏନେଇ ସହମତି ପ୍ରଦାନ କରିଛିରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।
Related Articles
ବାତ୍ୟା ର ସଫଳ ମୁକାବିଲା ..! ଜିରୋ କାଜୁଆଲିଟି ମିଶନ ସଫଳ I
October 25, 2024
Check Also
Close
-
ଭଦ୍ରକ ରେ କାଳୀପୂଜା ଆରମ୍ଭ I ଚାରିଆଡେ ରଙ୍ଗୀନ ଆଲୋକ IOctober 31, 2024


