ଭୂକମ୍ପ ଝଟ୍କାରେ ଥରିଲା ରାଜଧାନୀ। ଭୁବନେଶ୍ଵରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ସକାଳ ୭ଟା ୧୭ରେ ଭୂମିକମ୍ପ ହୋଇଛି। ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳରେ ଝଟ୍କା ଅନୁଭୂତ ହୋଇଛି। ବିଶେଷ କରି ପୁରୁଣା ଭୁବନେଶ୍ଵରରେ ଝଟ୍କା ଲାଗିଛି। କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନି।
Related Articles
କପଡା ଗୋଦାମରେ ଅଗ୍ନିକାଣ୍ଡ
November 9, 2024
ଅସୁରକ୍ଷିତ ରାଜଧାନୀ … ବୋମା ମାଡ଼ରେ ଥରୁଛି ସହିଦିନଗର !
November 2, 2024
ଆସିଲା ପବନ ଉଡେଇନେଲା ମୋ ପରିବାରକୁ ଭାଙ୍ଗିଦେଲା ସବୁ ସ୍ବପ୍ନ !୨୫ ବର୍ଷ ର ଝଡ
October 29, 2024
Check Also
Close
-
କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲା ଇ-କମର୍ସ ପ୍ଲାଟଫର୍ମ MeeshoOctober 14, 2024

