ସମ୍ଭାବ୍ୟ ବାତ୍ୟା ସମୟରେ ରାଜ୍ୟବାସୀଙ୍କୁ ସାହସ ଦେବା ସହ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନବୀନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ବିଭିନ୍ନ ସମୟରେ ବାତ୍ୟା ଆସିଛି, ଆଉ ଆମେ ଏହାର ଦୃଢ଼ତାର ସହ ମୁକାବିଲା କରିଛନ୍ତି। ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା। ନିଜର ଏବଂ ପ୍ରିୟଜନଙ୍କ ଯତ୍ନ ନେବା, ଭୟଭୀତ ନ ହୋଇ ସଜାଗ ରହିବା । ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ‘ଦାନା’ରୁ ଆମକୁ ସୁରକ୍ଷିତ କରିବ ବୋଲି କହିଛନ୍ତି ନବୀନ।
Related Articles
ମାଛ ପାଇଁ ହତ୍ୟା !
October 30, 2024
Check Also
Close
-
ସାଇବର ଠକଙ୍କ ନଜରରେ ସୁଭଦ୍ରା ଟଙ୍କାOctober 16, 2024



