ଓଡିଶାରାଜନୀତିରାଜ୍ୟ
Trending

ପୁଣି ଖୋଲିବ ମୁଖ୍ୟ ମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ !

ଆସନ୍ତା ୨୧ ଓ ୨୮ ତାରିଖରେ  ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ  ଶୁଣାଣି

ପୂର୍ବପରି ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ  ପ୍ରକୋଷ୍ଠରେ ହେବ । ଏ  ସଂକ୍ରାନ୍ତରେ ଆଜି ସାଧାରଣ  ପ୍ରଶାସନ ଓ ସାଧାରଣ  ଅଭିଯୋଗ ବିଭାଗ ତରଫରୁ  ସୂଚନା ମିଳିଛି । ଗତ କିଛି ସପ୍ତାହ ଧରି ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ  ଅଭିଯୋଗ ଶୁଣାଣି ସ୍ଥଗିତ ଥିଲା ।

ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା  ୨୧ ଓ ୨୮ ତାରିଖ ଦୁଇଦିନ ଅଭିଯୋଗ ଶୁଣାଣି ପାଇଁ ଶୁକ୍ରବାରଠୁ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଛି । ଦୁଇଟି ଅଭିଯୋଗ ଶୁଣାଣି  ପାଇଁ ସର୍ବାଧିକ ୧ ହଜାର ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜୀକରଣ କରିବେ । ଏଥିପାଇଁ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ଜରିଆରେ ପଞ୍ଜୀକରଣ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!