ଦକ୍ଷିଣ ଓଡିଶାଶୀର୍ଷ ଖବର
Trending

ବ୍ରହ୍ମପୁରରେ ତଳେ ପକାଇ ଯୁବକ ଓ ଯୁବତୀଙ୍କୁ ପିଟିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର,

ବ୍ରହ୍ମପୁରରେ ତଳେ ପକାଇ ଯୁବକ ଓ ଯୁବତୀଙ୍କୁ ପିଟିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର, ବ୍ରହ୍ମପୁର ଗିରିରୋଡରେ ଆକ୍ରମଣ ଘଟଣା ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁଙ୍କୁ ଏନକାଉଣ୍ଟର, ଗତକାଲି ବିଳମ୍ବିତ ରାତିରେ ଟାମଣାଘାଟିରେ ଏନକାଉଣ୍ଟର, ଅଭିଯୁକ୍ତର ଡାହାଣ ଗୋଡ଼ ,ବାମ ହାତରେ ବାଜିଛି ଗୁଳି, ଅଭିଯୁକ୍ତ ନାଁରେ ରହିଛି ୯ରୁ ଅଧିକ ଅପରାଧିକ ମାମଲା, ଆହତ ଅଭିଯୁକ୍ତ MKCG ମେଡିକାଲରେ ଭର୍ତ୍ତି, ସୂଚନା ଅନୁସାରେ ଏଯାଏଁ ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗତ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି #odisha
#BerhampurCity #police #Encounter #Odisha #odishanewslive

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!