ଦକ୍ଷିଣ ଓଡିଶାରାଜ୍ୟସଂସ୍କୃତି
କୋରାପୁଟ, ରେ ପରବ 2025 ପାଇଁ ପରବ ଦୌଡ଼ ଅନୁଷ୍ଠିତ ହୋଇଯାଇଛି।

ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ -୨୦୨୫’ ଉପଲକ୍ଷେ ବିଏସଏଫ ପକ୍ଷରୁ ପୋଲିସ ପଡ଼ିଆ, କୋରାପୁଟ ଠାରେ ୫ କିଲୋମିଟର ପରବ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
BSF
CMO Odisha
Odia Language Literature & Culture Department, Government of Odisha
Department of Sports and Youth Services, Government of Odisha
Information & Public Relations Department, Government of Odisha

