ଭୂକମ୍ପ ଝଟ୍କାରେ ଥରିଲା ରାଜଧାନୀ। ଭୁବନେଶ୍ଵରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ସକାଳ ୭ଟା ୧୭ରେ ଭୂମିକମ୍ପ ହୋଇଛି। ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳରେ ଝଟ୍କା ଅନୁଭୂତ ହୋଇଛି। ବିଶେଷ କରି ପୁରୁଣା ଭୁବନେଶ୍ଵରରେ ଝଟ୍କା ଲାଗିଛି। କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନି।
Related Articles
Check Also
Close
-
ଐତିହାସିକ ଟାଇମ ସ୍କ୍ୱାଆରରେ ଦୂର୍ଗା ପୂଜାOctober 10, 2024




