ରାଜ୍ୟଶୀର୍ଷ ଖବରଶ୍ରୀକ୍ଷେତ୍ର
Trending

ପୁରୀ କୁ ପର୍ଯ୍ୟଟକଙ୍କୁ ମନା ! ରାଜସ୍ବମନ୍ତ୍ରୀ .

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର  ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

                                                                                                                                                 ଏହି ପରିପ୍ରେକ୍ଷୀରେ ପୁରୀକୁ ଗୁରୁତ୍ୱ ଦେଇଛି  ପ୍ରଶାସନ । ୨୩ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହା  ପୂର୍ବରୁ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସି ଏଠାରେ ରହୁଥିବା ବହିରାଗତ ଭକ୍ତ  ଓ ପର୍ଯ୍ୟଟକମାନେ ପୁରୀ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ  ପୂଜାରୀ । ଏଥିସହ ବାତ୍ୟା ପାଇଁ ୨୪ ଓ ୨୫ ତାରିଖରେ କୌଣସି ଭକ୍ତ ପୁରୀକୁ  ନ ଆସିବାକୁ ସେ ନିବେଦନ କରିଛନ୍ତି । ସ୍ଥିତି ଠିକ୍‌ ହେଲା ପର୍ଯ୍ୟନ୍ତ ସରକାରଙ୍କୁ  ସହଯୋଗର ହାତ ବଢାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!