ବିଶ୍ୱଶୀର୍ଷ ଖବର
Trending

ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ରିପୋର୍ଟରେ ଭାରତର ମିଲେଟ ମିଶନକୁ ପ୍ରଶଂସା

ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ରିପୋର୍ଟରେ ଭାରତର ମିଲେଟ ମିଶନକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଜାତୀୟ ମିଲେଟ ଅଭିଯାନ କ୍ଷେତ୍ରରେ ଭାରତର ଉଦ୍ୟମକୁ ଏହି ରିପୋର୍ଟରେ ପ୍ରଶଂସା କରାଯାଇଛି।

ମିଲେଟ୍ ସ୍ୱାସ୍ଥ୍ୟ ପାଇଁ ଉତ୍ତମ। ରିପୋର୍ଟରେ କୁହାଯାଇଛି ଯେ ଅଧିକ ସ୍ଥାୟୀ ଖାଦ୍ୟ ଖାଇବା ଦ୍ବାରା ଖାଦ୍ୟ ଉତ୍ପାଦନ ପାଇଁ ଜମିର ଆବଶ୍ୟକତା ହ୍ରାସ ପାଇବ। ଏହାଦ୍ବାରା ପଡିଆ ଜମିର ଆକାର ବୃଦ୍ଧି ପାଇବ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ମୁକାବିଲା କରିବାରେ ଏହା ସାହାଯ୍ୟ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!