ଓଡିଶାଟ୍ୱିନ ସିଟିବିଶେଷଶୀର୍ଷ ଖବରସଂସ୍କୃତି
ଡମଣାରେ ଦୁବାଇର ପ୍ରସିଦ୍ଧ ମୀରାକ୍ୟାଲ ଗାର୍ଡେନ ତୋରଣ
ଗାର୍ଡେନ ଭିୟୁରେ ଜମୁଛି ପୂଜାର ମାହୋଲ
ଆସିଛି ପାର୍ବଣ। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗା। ରାଜଧାନୀ ଭୁବନେଶ୍ୱରରେ ଜମୁଛି ଦୁର୍ଗାପୂଜାର ମାହୋଲ। ସୁଉଚ୍ଚ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ଏଥର ଡମଣାରେ ଦୁବାଇର ପ୍ରସିଦ୍ଧ ମୀରାକ୍ୟାଲ ଗାର୍ଡେନ ଢାଞ୍ଚାରେ ତିଆରି ତୋରଣ ପାଲଟିଛି ମୁଖ୍ୟ ଆକର୍ଷଣ।ପ୍ରତିବର୍ଷ ନୂଆ ନୂଆ ଥିମକୁ ନେଇ ଡମଣାରେ ତୋରଣ ନିର୍ମାଣ କରାଯାଉଥିବେଳେ ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜାକୁ ଖାସ୍ କରିବାକୁ ପ୍ରୟାସ କରିଛି ପୂଜା କମିଟି…


