ରାଜଧାନୀ ସମେତ ବିଭିନ୍ନ ମଣ୍ଡପରେ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସୁନ୍ଦର ସାଜସଜ୍ଜା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ରହିଛି। ଏଣେ ଶକ୍ତିପୀଠରେ ମନ୍ତ୍ର ଓ ଧ୍ବନିରେ କମ୍ପୁଛି ପରିବେଶ। ସେଠାରେ ଚଣ୍ଡୀପାଠ କରାଯାଉଛି। ଏହି ଅବସରରେ ପୂଜା ଓ ମଜାର ଏହି ଅଧ୍ୟାୟରେ ଦେଖନ୍ତୁ ଷ୍ଟେସନ ବଜାରର କମ୍ବୋଡ଼ିଆନ ଥିମରେ ନିର୍ମିତ୍ତ ଆକର୍ଷଣୀୟ ପୂଜା ପେଣ୍ଡାଲ
Related Articles
ବାତ୍ୟା ”ଦାନା” ଆସୁଛି …..!
October 21, 2024
ଆସନ୍ତା ୧୫ ରୁ ରାଜ୍ୟରେ ବଢ଼ିବ ଶୀତ !
November 12, 2024
ମହାପଞ୍ଚୁକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି !
November 11, 2024
Check Also
Close
-
ଆସିଲା ପବନ ଉଡେଇନେଲା ମୋ ପରିବାରକୁ ଭାଙ୍ଗିଦେଲା ସବୁ ସ୍ବପ୍ନ !୨୫ ବର୍ଷ ର ଝଡOctober 29, 2024
