ରାଜଧାନୀ ସମେତ ବିଭିନ୍ନ ମଣ୍ଡପରେ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସୁନ୍ଦର ସାଜସଜ୍ଜା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ରହିଛି। ଏଣେ ଶକ୍ତିପୀଠରେ ମନ୍ତ୍ର ଓ ଧ୍ବନିରେ କମ୍ପୁଛି ପରିବେଶ। ସେଠାରେ ଚଣ୍ଡୀପାଠ କରାଯାଉଛି। ଏହି ଅବସରରେ ପୂଜା ଓ ମଜାର ଏହି ଅଧ୍ୟାୟରେ ଦେଖନ୍ତୁ ଷ୍ଟେସନ ବଜାରର କମ୍ବୋଡ଼ିଆନ ଥିମରେ ନିର୍ମିତ୍ତ ଆକର୍ଷଣୀୟ ପୂଜା ପେଣ୍ଡାଲ
Related Articles
ସୁନା ବଜ଼ାର ରେ ନିଆଁ ଫିକା ପଡିପାରେ ଧନତେରଶ !
October 26, 2024
ବଢିଲା ସଂରକ୍ଷଣ ବ୍ୟବସ୍ଥା
June 2, 2026
Check Also
Close
-
ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଲେ ବିଜେପି ମୁଖପାତ୍ରOctober 2, 2024


