ଠାକୁରଙ୍କ ପାଖରେ ଅର୍ପଣ କରିବା ପାଇଁ ଅନ୍ୟ ସମସ୍ତ ପୂଜା ସାମଗ୍ରୀ ମଧ୍ୟରେ ନଡ଼ିଆ ପ୍ରଥମ ,ଏପରିକି ମନ୍ଦିର ଯାଇ ଠାକୁର ପୂଜା କରିବା ପ୍ରସ୍ତୁତିରେ ସର୍ବ ପ୍ରଥମେ ନଡ଼ିଆ ସଂଗ୍ରହ କରାଯାଏ I #Talesoftradition ର ଏହି ଅଧ୍ୟାୟରେ ଆସନ୍ତୁ ଜାଣିବା ଆମେ ମନ୍ଦିରକୁ କାହିଁକି ନଡ଼ିଆ ନେଉ ?