ବାପୁଜୀ ନଗର ରେ ହୁତୁହୁତୁ ହୋଇ ଜଳିଲା ଦୋକାନ . ନିଆଁକୁ ଆୟତକୁ ଆଣିବାକୁ ଅଗ୍ନିସମ କର୍ମଚାରୀ ନାକେଦମ !ରାତି ପ୍ରାୟ ୯.୩୦ ସମୟରେ ହଠାତ ନିଆଁ ଜାଳିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିସମ କୁ ଖବର ଦେଇଥିଲେ. ଅଗ୍ନିସମ ଆସି ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା ସଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରIଯଇଛିଏହି ଅଗ୍ନି କାଣ୍ଡ ରେ ୩ ଟି ଦୋକାନ ଜଳିଯାଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ନୂଆ ସାଇକେଲ ପୋଡି ଯାଇଛି I
