ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ିପାଉଁଶ ହୋଇଯାଇଛି। ମାର୍କେଟ ବିଲ୍ଡିଂରୁ ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡରେ ନିଆଁ ଲାଗିଥିଲା। ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି ।
Related Articles
ଆଜି ପବିତ୍ର ଅଁଳା ନବମୀ
November 10, 2024
କେଉଁଠି କରିବ ଲାଣ୍ଡଫଲ ବାତ୍ୟା” ଦାନା” ବଦଳାଉଛି ସ୍ଥାନ !
October 22, 2024
ରାଜ୍ୟ ରେ ଧୀରେ ଧୀରେ ଖସୁଛି ପାରଦ ! କୋରାପୁଟ ଲମତାପୁଟ ରେ ଶୀତ ଲହରୀ
November 4, 2024
Check Also
Close
-
ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ!ହବିଷିଆଳି ଙ୍କ ଶ୍ରୀମନ୍ଦିର ରେ ଭିଡOctober 17, 2024
