ବିଭିନ୍ନ ଜିଲ୍ଲାର ୪୪ଟି ବ୍ଲକରେ କାର୍ଯ୍ୟରତ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଅନ୍ୟ ବ୍ଲକକୁ ବଦଳି କରାଯାଇଛି। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାବାଦ୍ ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ୨୩ ଜଣ ବିଡିଓଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଫେରାଇ ଅଣାଯାଇଛି । ସମସ୍ତଙ୍କୁ ଆସନ୍ତା ୨୯ ତାରିଖ ମଧ୍ୟରେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏ ଦିଗରେ ଦୃଷ୍ଟି ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।
Related Articles
ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର
October 16, 2024
“ଦାନା ” ର ପ୍ରଭାବ ରେ ବର୍ଷା ଆରମ୍ଭ !
October 24, 2024
ବାତ୍ୟା ”ଦାନା” ଆସୁଛି …..!
October 21, 2024
Check Also
Close
-
ତିରୁପତି ଲଡ଼ୁ ବିବାଦର ଶୁଣାଣିOctober 1, 2024
