ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ବୁଢ଼ୀ ଠାକୁରାଣୀ। କରୁଣାମୟୀ ମା’ଙ୍କ ପୀଠରେ ପ୍ରତିବର୍ଷ ପାଳିତ ହେଉଛି ନବରାତ୍ର ପୂଜା। ଏହି ଅବସରରେ ମା’ଙ୍କୁ ଷୋଡ଼ଶ ଉପଚାର…