5T

କୋରାପୁଟ ରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ର ଶୁଭାରମ୍ଭ

‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ର ଶୁଭାରମ୍ଭ ଉପଲକ୍ଷେ କୋରାପୁଟ ଜିଲ୍ଲାରୁ ୧୬୮ଜଣ ଶ୍ରଦ୍ଧାଳୁ ବସ ଦ୍ଵାରା କୋରାପୁଟଠାରୁ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଏହି ତୀର୍ଥଯାତ୍ରୀମାନେ ରାୟଗଡ଼ାଠାରୁ ମଦୁରାଇ ଓ ରାମେଶ୍ଵରମ ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ଜିଲ୍ଲାପାଳ, କୋରାପୁଟ ସ୍ଥିତ ସଂସ୍କୃତି ଭବନରୁ ଶୁଭାରମ୍ଭ କରିବା ସହ ସମସ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ସୁଖଦ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

CMO Odisha
Department of Tourism, Odisha
Information & Public Relations Department, Government of Odisha

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!