ଓଡିଶାଟ୍ୱିନ ସିଟିରାଜ୍ୟଶୀର୍ଷ ଖବର
Trending

କମିଶନରେଟ ପୁଲିସର ଚଢ଼ାଉ

ଠାବ ହେଲା ଅନେକ ଡିଜିଟାଲ ଡିଭାଇସ

ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ। ଚଢ଼ାଉ କଲା କମିଶନରେଟ ପୁଲିସର ସାଇବର ଟିମ । ଆପାର୍ଟମେଣ୍ଟରୁ ଠାବ ହେଲା ଅନେକ ଡିଜିଟାଲ ଡିଭାଇସ। ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚାଲିଛି ଚଢ଼ାଉ। ଫେକ କଲ ସେଣ୍ଟର କରି ଲୋକଙ୍କୁ ଲଗାଯାଉଥିଲା ଚୁନା। ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!