ସଂସ୍କୃତି
Trending

ବ୍ଲକ ପ୍ରିଣ୍ଟ ବା ବାଗ ଶାଢ଼ୀ #SAREETALK

ମଧ୍ୟପ୍ରଦେଶର ପ୍ରସିଦ୍ଧ ବ୍ଲକ ପ୍ରିଣ୍ଟ ବା ବାଗ ଶାଢ଼ୀ କଥା

ଶାଢ଼ୀ କେବଳ ନାରୀର ଲଜ୍ୟା ନିବାରଣ ବା ସୌନ୍ଦର୍ଯ୍ୟ ବୃଦ୍ଧିର ଉପାଦାନ ନୁହେଁ;ଶାଢ଼ୀ ନାରୀର ମାନ,ଅଭିମାନ,ଗର୍ବ,ଗୌରବ,ସ୍ମୃତିର ସମ୍ପଦ ଓ ଭାବପ୍ରବଣତା ର ନମୁନା,ଶାଢ଼ୀ ଏକ ଛଳଛଳ ଅନୁଭବ।ଶାଢ଼ୀ ହେଉଛି ପ୍ରାୟ ଭାରତୀୟ ନାରୀଙ୍କ ପ୍ରଥମ ପସନ୍ଦ;ଶାଢ଼ୀ ସେମାନଙ୍କ ସହଚରୀ କହିଲେ ଅତ୍ୟୁକ୍ତି ହେବନି।ପ୍ରତ୍ୟକ ନାରୀ ନିଜ ଶାଢ଼ୀ କଲେକ୍ସନରେ ଭାରତର ପ୍ରସିଦ୍ଧ କାରୁ କାର୍ଯ୍ୟ ପୂର୍ଣ୍ଣ ଶାଢ଼ୀକୁ ସ୍ଥାନଦେବାକୁ ପସନ୍ଦ କରନ୍ତି I ତେବେ ପ୍ରତ୍ୟକ ଶାଢ଼ୀ ପଛରେ ରହିଥାଏ ଅନେକ କାହାଣୀ ସେଇ କାହାଣୀକୁ ନେଇ ଟ୍ରାଫିକ ଟିଭି ଓଡିଶା ପ୍ରସ୍ତୁତ କରୁଛି #SAREETALK .. .. ..

ପ୍ରଥମ ଅଧ୍ୟାୟରେ ଜଣାନ୍ତୁ ମଧ୍ୟପ୍ରଦେଶର ପ୍ରସିଦ୍ଧ ବ୍ଲକ ପ୍ରିଣ୍ଟ ବା ବାଗ ଶାଢ଼ୀ କଥା

ପ୍ରଥମ ଅଧ୍ୟାୟରେ ଜଣାନ୍ତୁ ମଧ୍ୟପ୍ରଦେଶର ପ୍ରସିଦ୍ଧ ବ୍ଲକ ପ୍ରିଣ୍ଟ ବା ବଗ ଶାଢ଼ୀ କଥା
– ଏହାର ପ୍ରକୃତ ନାମ ହେଉଛି ବାଗ ପ୍ରିଣ୍ଟ
– ମଧ୍ୟପ୍ରଦେଶ ବାଗ ନାମକ ସ୍ଥାନରୁ ଏହାର ଜନ୍ମ
– ୧୯୬୨ ରେ ମୁସଲିମ କ୍ଷତ୍ରୀମାନେ ଏହା ତିଆରି କରିବା ଆରମ୍ଭ କରିଥିଲେ

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!