ଆଇପିଏସ୍ ଆଶିଷ କୁମାର ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେ ଇଣ୍ଡୋ ତିବ୍ବତିଆନ ବର୍ଡର(ଆଇଟିବିଏମ)ର ଆଇଜି ଭାବେ ଯୋଗଦେବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ଇଣ୍ଡୋ ତିବ୍ବତିଆନ ବର୍ଡର ପୁଲିସର ଆଇଜି ଭାବେ କାର୍ଯ୍ୟରେ ଯୋଗଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏହି ପଦବୀରେ ଆସନ୍ତା ୫ ବର୍ଷ ଯାଏଁ ରହିବେ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସେ ପଦବୀରେ ରହିବେ। ଏବେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି।
Related Articles
Check Also
Close