ଆସନ୍ତାକାଲି ମିଳିବ ସିଏମ୍ କିସାନ କିସ୍ତି। ନୂଆଖାଇରେ ପ୍ରଥମ କିସ୍ତି ଦେବେ ରାଜ୍ୟ ସରକର। ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯାଇ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆସନ୍ତାକାଲି ମିଳିବ ସିଏମ୍ କିସାନ କିସ୍ତି। ନୂଆଖାଇରେ ପ୍ରଥମ କିସ୍ତି ଦେବେ ରାଜ୍ୟ ସରକର। ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯାଇ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସରକାର କହିଛନ୍ତି କାଳିଆ ଅପେକ୍ଷା ସିଏମ୍ କିସାନ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ ହୋଇଛି। କାଳିଆ କେବଳ ଦଳୀୟ କର୍ମୀଙ୍କୁ ଦିଆଯାଉଥିଲା । କିନ୍ତୁ ସିଏମ୍ କିସାନ ଯୋଜନାରୁ କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେନିସେହିପରି ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ଚାଷୀଙ୍କ ପାଇଁ ବିଜେପି ସରକାର ସମର୍ପିତ। ତେଣୁ କୃଷକଙ୍କ କଲ୍ୟାଣ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।
Back to top button
error: Content is protected !!