Teachers Recruitment Suspend: ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା । ଡ୍ରାଫ୍ଟ ମେଧା ତାଲିକା ରଦ୍ଦ କଲେ ହାଇକୋର୍ଟ। ଏହା ସହ ଜିଲ୍ଲାଓ୍ୱାରୀ ତାଲିକା ପ୍ରସ୍ତୁତ କରି ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୂର୍ବରୁ ମାମଲାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ଶିକ୍ଷକଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପ୍ରକ୍ରିୟା ରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ଦାୟର ହୋଇ ଥିଲା ମାମଲା ।
ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାକୁ ନେଇ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । କନିଷ୍ଠ ନିଯୁକ୍ତି ମାମଲାରେ ଡ୍ରାଫ୍ଟ ମେଧା ତାଲିକା ରଦ୍ଦ କଲେ ହାଇକୋର୍ଟ। ଏହାସହ ଜିଲ୍ଲାଓ୍ୱାରୀ ତାଲିକା ପ୍ରସ୍ତୁତ କରି ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପୂର୍ବରୁ ମାମଲାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ