ଓଡିଶା
Trending

ରାଜ୍ୟ ରେ ୯ରୁ ବଢିବ ଶୀତ !

ଶୀତ ପୁଣି ଫେରିବ। ରାଜ୍ୟରେ ତାପମାତ୍ରା କମିବ। ଶନିବାରଠାରୁ ରାତି ତାପମାତ୍ରା  ୨ରୁ ୪ ଡିଗ୍ରି ହ୍ରାସ ପାଇବା ସହିତ ଥଣ୍ଡା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି।  ୯ ତାରିଖରୁ ତାପମାତ୍ରା କମିବା ସହିତ ଥଣ୍ଡା ପୁଣି ବଢ଼ିବ ବୋଲି ପାଣିପାଗ  ବିଶେଷଜ୍ଞ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!