ନବରଙ୍ଗପୁର :ଉମରକୋଟ Uv-52 ରେ ମହl କାଳିପୂଜା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଉମରକୋଟ ଓ ଏହାର ଆଖପାଖ ଅଞ୍ଚଳରେ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଛି ଏହି ପୂଜା ବହୁ ବର୍ଷ ଧରି ପାଳିତ ହୋଇଆସୁଅଛି ପ୍ରତି ବର୍ଷ ମା କାଳୀ ଙ୍କ ବହୁ ଉଚ୍ଚତା ବିଶିଷ୍ଟ ମୂର୍ତ୍ତୀ ନିର୍ମାଣ କରିବା ସହ ଆଲୋକ ର ସାଜସଜା ବେଶ୍ ଆକର୍ଷଣୀୟ ହୋଇଛି ଏହି ଅଞ୍ଚଳ ର ସବୁଠୁ ବଡ଼ ପୂଜା ଉତ୍ସବ ବୋଲି ସେଠିକାର ବାସିନ୍ଦା କୁହନ୍ତି
ଦୀପାବଳି ଓ କଳି ପୂଜା ପାଇଁ ଏହି ବଙ୍ଗୀୟ ଗ୍ରାମ ଗୁଡିକ୍ ଉତ୍ସବ ମୁଖର ହେବ ସହିତ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ଏବଂ ଓଡିଶା ସରକାରଙ୍କ ସଂସ୍କୁତି ବିଭଗ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା . ଏହି ପୂଜା ୧୦ ଦିନ ଧରି ଚାଲିବା ସହ ମିନIବଜାର ସାଙ୍ଗକୁ ମେଳା ଓ ଦୋଳିର ମଜାନେବେ ସ୍ଥାନୀୟ ବାସିନ୍ଦା .

Tags
#mahakalipuja